ଭୁବନେଶ୍ୱର– ରାଜ୍ୟରେ ଗୃହରକ୍ଷୀ ପଦବୀ ଆଉ ୫ ହଜାର ବୃଦ୍ଧି ପାଇଁ ଘୋଷଣା ହୋଇଛି । ଗୃହରକ୍ଷୀ ପଦବୀ ବୃଦ୍ଧି ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହରକ୍ଷୀ ନିଯୁକ୍ତି କଟକଣାକୁ ସରକାର ହଟାଇ ଦେଇଛନ୍ତି ।୨୪୧୬ ଗୃହରକ୍ଷୀ ପଦବୀ ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି । ମୋଟ ୫ ହଜାର ପଦବୀ ସୃଷ୍ଟି କରାଯାଇ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Related Stories
December 12, 2024