ଭୁବନେଶ୍ୱର– ଖଣ୍ଡଗିରି ସବ୍ରେଜିଷ୍ଟ୍ରାର ଅଫିସ କନିଷ୍ଠ କିରାଣି ଦେବଯାନୀ କରଙ୍କୁ ଗିରଫ କଲା ଭିଜିଲାନ୍ସ । ଜମି କାଗଜପତ୍ର ବାବଦକୁ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଥିଲେ ଦେବଯାନୀ । ଅଫିସ୍ ଯାଞ୍ଚ ବେଳେ ୧୫ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ମିଳିଥିଲା ।
ଏଠାରେ ସୂଚନାଯୋଗ୍ୟ, ଗତକାଲି ଜଣେ ବ୍ୟକ୍ତିଙ୍କ ଠାରୁ 20ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡରେ ଧରିଥିଲା ଭିଜିଲାନ୍ସ । ତାଙ୍କ ଠାରୁ ଲାଂଚ ଟଙ୍କା ଜବତ କରାଯାଇଥିଲା ।
Related Stories
December 25, 2024
December 25, 2024