ଭୁବନେଶ୍ୱର– ଜଣେ ମହିଳା ଉପ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ବିଜୁ ଜନତା ଦଳ ଏହାକୁ ସହ୍ୟ କରି ପାରୁ ନାହିଁ । ବିଜେଡିକୁ ଟାର୍ଗେଟ କରି ବିଜେପି ବିଧାୟକ ଓମ ପ୍ରକାଶ ମିଶ୍ର ଏହା କହିଛନ୍ତି ।
ସେ କହିଛନ୍ତି ଯେ ବିଜେଡି ସରକାର ତାଙ୍କ ଶାସନ କାଳରେ ଏସଏଚଜି ମହିଳାଙ୍କୁ ସଶକ୍ତ କରିନାହାନ୍ତି ବରଂ ହାତରେ ତାଙ୍କର ପତାକା ଧରାଇଥିଲେ । ଏହା ସହିତ ଶ୍ରୀ ମିଶ୍ର ବାଚସ୍ପତି ଓ ଉପ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିଜେଡ଼ି ବିଧାୟକ ଦେଇ ଥିବା ମନ୍ତବ୍ୟ ଗୃହ ବିବରଣୀରୁ ବାଦ୍ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ।
Related Stories
December 26, 2024