ଦମିସ୍କ– ସିରିଆରେ ଦୀର୍ଘ ସଶସ୍ତ୍ର ସଂଘର୍ଷ ପରେ ରାଷ୍ଟ୍ରପତି ବସର ଅଲ ଅସଦ ଶାସନର ପତନ ହେବା ପରେ ମିଳିତ ଜାତିସଂଘ ଖୁସି ବ୍ୟକ୍ତ କରିଛି । ମିଳିତ ଜାତିସଂଘ ମହାସଚିବ ଆଂଟୋନିଓ ଗୁଟେରେସ ଏକଛତ୍ରବାଦୀ ଶାସନର ଅନ୍ତକୁ ସ୍ୱାଗତ କରିଛନ୍ତି । ସେ କହିଛନ୍ତି ଯେ, 14 ବର୍ଷର କ୍ରୁର ଯୁଦ୍ଧ ଓ ଏକଛତ୍ରବାଦୀ ଶାସନର ଅନ୍ତ ପରେ ଏବେ ସିରିଆବାସୀଙ୍କ ନିକଟରେ ଏକ ସ୍ଥିତ ଓ ଶାନ୍ତିପୂର୍ଣ୍ଣ ଭବିଷ୍ୟତ ନିର୍ମାଣ ପାଇଁ ଐତିହାସିକ ଅବସର ରହିଛି ।
Related Stories
December 26, 2024
December 26, 2024