ଭୁବନେଶ୍ୱର– କଟକ ବିଡାନାସୀରେ ଡ୍ରେନ ନିର୍ମାଣ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣା । ତଦନ୍ତ ପାଇଁ ଅତିରିକ୍ତ କମିସନରଙ୍କ ନେତୃତ୍ବରେ 3 ଜଣିଆ କମିଟି ଗଠନ ହୋଇଛି । ତଦନ୍ତ କରି ଆଜି ସନ୍ଧ୍ୟା ସୁଦ୍ଧା ଦେବେ ରିପୋର୍ଟ ଦେବାକୁ ଦିଆଯାଇଛି ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ନେଇ ସିଏମ୍ସି କମିଶନର ଅନାମ ଚରଣ ପାତ୍ର ସୂଚନା ଦେଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଗତକାଲି ବିଡ଼ାନାସୀ ଛକରେ ସିଏମସିର ଡ୍ରେନ୍ କାମ ବେଳେ ଅଘଟଣ ଘଟିଥିଲା । ଡ୍ରେନ୍ କାମ ବେଳେ କାନ୍ଥ ଭୁଶୁଡ଼ି ଚାପି ହୋଇଯାଇଥିଲେ ୩ ଶ୍ରମିକ । ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ୨ ଗୁରୁତର ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି ।
Related Stories
December 25, 2024
December 25, 2024