ଭୁବନେଶ୍ୱର, ଶୂନ୍ୟକାଳରେ ପ୍ରମିଳା ଉଠାଇଥିବା ପ୍ରସଙ୍ଗକୁ କାଉଣ୍ଟର କଲେ ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସେ କହିଛନ୍ତି ଯେ, ସ୍ୱଛତା ପାଇଁ ଆଇନ ଆଣିବାକୁ ବିରୋଧ କରିବା ଘୁଣ୍ୟ ଏବଂ ନିନ୍ଦନୀୟ । ପୂର୍ବ ସରକାରରେ ବଣିକ ଏବଂ ବଣିକ ମାନେ ସରକାରଙ୍କ ବଡିଗାର୍ଡ ହୋଇ ଚାକିରୀ ବିକୁଥିଲେ। କିନ୍ତୁ ଏବେ କହିଲା ବେଳକୁ ବାଧୁଛି ଷ କୋଚିଂ ସେଣ୍ଟର ଖୋଲି ଚାକିରୀ ବିକି ଆପଣ ମାନଙ୍କୁ ପୋଷୁଥିଲେ। ଯଦି 25 ଲକ୍ଷ ନୁହେଁ ଅଧିକ ନେଉଥିଲେ ତାହେଲେ ଆମର ଭୁଲ ହୋଇଛି. ବୋଧେ 30 କି 40 ଲକ୍ଷ ନେଉଥିଲେ ବୋଲି ସେ କହିଛନ୍ତି ।
Related Stories
December 23, 2024