ଭୁବନେଶ୍ୱର– ପୋଲାଭରମ ପ୍ରସଙ୍ଗରେ ବିଜେଡି ଓଡିଶାର ସ୍ୱାର୍ଥରେ ଲଢେଇ ଜାରୀ ରଖିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି । ଗୃହ ବାହାରେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ହେଳେ ପୋଲାଭରମ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ବିଜେଡ଼ି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢେ଼ଇ କରୁଥିଲା । ଆଉ ଆଗକୁ ବି ଲଢେଇ ଜାରି ରହିବ ।
Related Stories
December 22, 2024