ଭୁବନେଶ୍ୱର– ବିଜେଡି ସରକାର ସମୟରେ ଚୁକ୍ତି ସ୍ବାକ୍ଷର କରି ରାଜ୍ୟରୁ ଫେରି ଯାଇଥିଲେ ୧୩ ବୃହତ ଶିଳ୍ପ । ଆର୍ସେଲ ମିତଲ,ପୋସ୍କୋ,ଟାଟା ପାୱାର ଭଳି ୧୩ ବଡ଼ ଶିଳ୍ପ ଫେରି ଯାଇଥିଲେ । ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନର ଲିଖିତ ଉତ୍ତର ରଖିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ । ନୂଆ ସରକାର ସମୟରେ କିଛି ଦିନ ତଳେ ପୋସ୍କୋ ଭଳି କମ୍ପାନୀ ପୁଣି ଥରେ ଓଡିଶା ଆସିବା ଲାଗି ଘୋଷଣା କରିଛନ୍ତି ।
Related Stories
December 22, 2024