ଅଯୋଧ୍ୟା- ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବର ହେଲିକପ୍ଟର ଯୋଗେ ସରଜୁ ତଟ ସ୍ଥିତ ହେଲିପ୍ୟାଡରେ ପହଂଚିଛନ୍ତି । ଏହାପରେ ସେ ରାମକଥା ପାର୍କ ପହଂଚିଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀ ଅଯୋଧ୍ୟାର 43ତମ ରାମାୟଣ ମେଳାର ଶୁଭାରମ୍ଭ କରିଥିଲେ । ସେ ହନୁମାନଗଢି ଓ ରାମଲଲାଙ୍କ ଦର୍ଶନ ପୂଜନ କରିବା ପରେ ଅଯୋଧ୍ୟା ଏୟାରପୋର୍ଟ ପାଇଁ ବାହାରିବେ ।