ଭୁବନେଶ୍ୱର– ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ ବୟାନ । ସରକାରକୁ ବଦନାମ କରିବାକୁ ମନୁଷ୍ୟକୃତ ଅଭାବ ତିଆରି କରାଗଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମନା କଲେ ଆମେ ଦେବୁ ନାହିଁ । ଏବେ ପୁଣି ରାଜି ହେଲେ ଦେବାକୁ । କାହିଁକି ଏମିତି ରାଜନୀତି କଲେ ମୁଁ ଜାଣି ନାହିଁ । ମାର୍କେଟରେ ପରିମାଣ କମିଲେ ଦର ବଢ଼େ । ଏବେ ତ ସ୍ୱାଭାବିକ ଅଛି ଆହୁରି କମିବ ବୋଲି ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ।
Related Stories
December 23, 2024
December 23, 2024