
ଭଞ୍ଜନଗର – ଆଜି ଭଞ୍ଜନଗର ଟାଉନ ହଲରେ ଜୟକୃଷ୍ଣ ଚୌଧୁରୀ ଙ୍କ ପୁଅ ବାହାଘର ଥିବାରୁ ଶୋଭାଯାତ୍ରା ପାଇଁ ଧୁମୁଛାଇ ଗ୍ରାମର ଶ୍ରୀ ମହାଲକ୍ଷ୍ମୀ ଡି.ଜେ ଅଣାଯାଇଥିଲା।ହେଲେ ପ୍ରଚଣ୍ଡ ଶବ୍ଦରେ ଡି.ଜେ ବାଜୁଥିବାରୁ ପୋଲିସ ଶବ୍ଦ ପ୍ରଦୂଷଣ ଅଭିଯୋଗରେ ଉକ୍ତ ଗାଡିକୁ ଜବତ କରି ଥାନା କୁ ଆଣିବା ସହ ସାଉଣ୍ଡ ଅପରେଟର କୁ ଗିରଫ କରିଥିବା ଆଇ ଆଇ ସି ସୁଦୀପ୍ତ କୁମାର ସାହୁ କହିଛନ୍ତି।