
ଭୁବନେଶ୍ୱର– ଶହୀଦ ଦିବାକର ପରିଡାଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏକ୍ସ ହ୍ୟାଣ୍ଡେଲରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ମହାନ ସ୍ୱାଧୀନତା ସଂଗ୍ରାମୀ ଶହୀଦ ଦିବାକର ପରିଡାଙ୍କ ଜୟନ୍ତୀରେ ବିନମ୍ର ଶ୍ରଦ୍ଧାଞ୍ଜଳି। ପ୍ରଜା ଆନ୍ଦୋଳନରେ ଯୋଗ ଦେଇ ଓଡ଼ିଆ ଲୋକଙ୍କ ପାଇଁ ଲଢି ସେ ଦେଶମାତୃକା ପାଇଁ ବଳିଦାନ ଦେବାକୁ ପଛାଇନଥିଲେ। ତାଙ୍କର ତ୍ୟାଗ ଏବଂ ବଳିଦାନ ଚିର ସ୍ମରଣୀୟ।