ଓଡିଶା ଅସୁସ୍ଥ ବାଘଛୁଆ ଉଦ୍ଧାର desk January 22, 2020 ଗଂଜାମ – ବୁଗୁଡ଼ା ଫରେଷ୍ଟ ରେଂଜର ମାଣିତରା ନୂଆଘାଇ ନିକଟରୁ ଫରେଷ୍ଟ ବିଭାଗର କର୍ତୃପକ୍ଷ ଏକ କଲରାପତରିଆ ବାଘ ଛୁଆ ଉଦ୍ଧାର କରିଛନ୍ତି । ତାର ଚିକିତସା କରାଯାଉଛି । ବାଘ ଛୁଆଟି ସୁସ୍ଥ ହେବା ପରେ ଜଙ୍ଗଲରେ ଛଡ଼ାଯିବ ବୋଲି ଫରେଷ୍ଟ ବିଭାଗ ପକ୍ଷରୁ କୁହାଯାଇଛି । Tags: Cub rescue Continue Reading Previous: ଜାତୀୟ ମତଦାତା ଦିବସ ପ୍ରସ୍ତୁତି ବୈଠକNext: କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କ୍ମାନେ ଆଗଭର ହୁଅନ୍ତୁ – କୃଷି ମନ୍ତ୍ରୀ Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. Related Stories ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ ଓଡିଶା ନବୀନ କୁହନ୍ତୁ ବେଇମାନ କିଏ ? – ଅନିଲ ବିଶ୍ୱାଳ November 4, 2025 ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି ଓଡିଶା ଭରତପୁର ଗୁଳିକାଣ୍ଡ ଘଟଣା ; ପତିଆରା ଜାହିର ପାଇଁ ନିଜ ଘରେ ବୋମାମାଡ କରିଥିଲେ ଘର ମାଲିକାଣି November 4, 2025 ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ 1 min read ଓଡିଶା ମାଦକ ଦ୍ରବ୍ୟକୁ ନା କହିବା କେବଳ ଏକ ସ୍ଲୋଗାନ ନୁହେଁ, ବରଂ ଏହା ଦେଶପ୍ରେମ: ରାଜ୍ୟପାଳ November 4, 2025