ଭୁବନେଶ୍ୱର– ରାଜଗାଙ୍ଗପୁର ରେଲୱେ ଷ୍ଟେସନରେ ଟ୍ରେନ ରହଣିକୁ ଅନୁମତି ଦେଇଥିବାରୁ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ । ଏକ୍ସ ହ୍ୟାଣ୍ଡେଲରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସୁନ୍ଦରଗଡ ଲୋକସଭାର ରାଜଗାଙ୍ଗପୁର ରେଲୱେ ଷ୍ଟେସନରେ ସମ୍ବଲପୁର-ଗୋରଖପୁର ମୌର୍ଯ୍ୟ ଏକ୍ସପ୍ରେସ, ହଟିଆ ଏସଏମଭିବି ଏକ୍ସପ୍ରେସ ଓ ପୁଣେ ହାୱଡା ଆଜାଦ ହିନ୍ଦ ଏକ୍ସପ୍ରେସର ରହଣି ସଂପର୍କିତ ମୋର ଦାବିକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ମାନନୀୟ ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଓ ଧନ୍ୟବାଦ ।
Related Stories
November 25, 2024