ଭୁବନେଶ୍ୱର– ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣାରେ ଡିସିପି ପିନାକ ମିଶ୍ର ପ୍ରତିକ୍ରିୟାରଖିଛନ୍ତି । ବିନା ଡକ୍ୟୁମେଣ୍ଟରେ ବେଆଇନ ଭାବେ ଯୁବତୀ ଜଣଙ୍କ ଆସିଛନ୍ତି । ଏନେଇ ବାଂଲାଦେଶ ଏମ୍ବାସୀକୁ ସରକାରୀ ସ୍ତରରେ ଜଣାଯିବ । ଘଟଣା ପଛରେ ରାକେଟ୍ର ହାତ ଅଛି କି ନାହିଁ ତଦନ୍ତ ହେବ । ତଦନ୍ତ ପାଇଁ ଟିମ୍ ଗଠନ କରାଯାଇଛି । ଘଟଣାରେ ତୀକ୍ଷ୍ଣ ନଜର ରଖାଯାଇଥିବା କହିଛନ୍ତି ଡିସିପି ପୀନାକ ମିଶ୍ର । କଟକରେ ବାଂଲା ଯୁବତୀଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥିଲା ବୋଲି ଡିସିପି କହିଛନ୍ତି ।
Related Stories
November 24, 2024