ଭୁବନେଶ୍ୱର– ସରକାରୀ କର୍ମଚାରୀ ଅବସର ପରେ ସାଙ୍ଗେ ସାଙ୍ଗେ ପେନସନ ମିଳିବା ନିଷ୍ପତି ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କେ ଭି ସିଂଦେଓ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ମୋହନ ସରକାର ଯାହା ନିଷ୍ପତି କରୁଛନ୍ତି ଓଡିଶା ବାସୀଙ୍କ ହିତ ପାଇଁ କରୁଛନ୍ତି । କାହା ମନ ଭିତରେ କୌଣସି ସନ୍ଦେହ ରହିବା ଉଚିତ ନୁହେଁ । ଏ ସରକାର ଓଡିଶାବାସୀଙ୍କ ସରକାର । ସରକାର ଯାହା ନିଷ୍ପତି ନେଇଛନ୍ତି ତାହା କାଯ୍ୟକାରୀ କରାଯିବ ।
Related Stories
November 23, 2024
November 23, 2024