
ଗଞାମ– ଗଂଜାମ ଜିଲାର ଦିଗପହଣ୍ଡିରେ ଗତକାଲି ରାତିରେ ଚୋରୀ ହୋଇଛି । ଖେମୁଣ୍ଡି କଲେଜ ଛକ ନିକଟରେ ଥିବା ମାର୍କେଟ କଂପ୍ଳେକ୍ସରେ ଥିବା ୪ଟି ଦୋକାନର ତାଲା ଭାଗିଂ ଦୋକାନଗୁଡିକରୁ ବହୁ ମଲ୍ଯବାନ ସାମଗ୍ରି ଓ ନଗଦ ଟଂକା ଲୁଟି ନେବା ସହ ସିସି କେମରା ଓ ହାର୍ଡ ଡିକସ ମଧ୍ୟ ଭାଂଗି ନେଇ ଯାଇଛନ୍ତି ଚୋର। ଦିଗପହଣ୍ଡି ପୁଲିସ୍ ଅଭିଯୋଗ ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।