ଭୁବନେଶ୍ୱର– ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାରରେ ଅନେକ କିଛି ଚିନ୍ତା କରାଯାଉଛି। ଆଗାମୀ ଦିନରେ ଆଦିବାସୀ ଭାଷା ସଂସ୍କୃତି କେମିତି ସୁରକ୍ଷିତ ରହିବ ତା ପାଇଁ ଲ୍ୟାଙ୍ଗୁଏଜ୍ ଲ୍ୟାବ କରାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ଆଦିବାସୀ ଭାଷାକୁ ଗୁରୁତ୍ଵ ଦେଇ ଶିକ୍ଷକ ନିଯୁକ୍ତି କରାଯାଉଛି । ଆଗକୁ ମାତୃଭାଷାରେ ପାଠ ପଢା ହେବ । ପିଲା ମାନେ କିଭଳି ଗୁଣାତ୍ମକ ଜ୍ଞାନ ପାଇବେ ସେଥିପାଇଁ ରାଜ୍ୟସରକାର ପ୍ରୟାସ କରୁଛନ୍ତି।
Related Stories
November 22, 2024