ଭୁବନେଶ୍ୱର– ଆଦାନୀ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଦୀପ ମାଝୀ ।ସବୁ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ବିଜେଡି । ଆଇନ ତା ବାଟରେ ଯାଉ । ବିଜେଡି ତାହା ସବୁବେଳେ ଚାହେଁ । ସମସ୍ତେ ଜାଣିଛନ୍ତି ବିଜେପି, ପ୍ରଧାନମନ୍ତ୍ରୀ ଓ ଆଦାନି ଗୋଟେ ସୂତାର ଖିଅ । ତାଙ୍କ ଭିତରେ କଣ ସମ୍ପର୍କ ସମସ୍ତଙ୍କୁ ଜଣା ବୋଲି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି ।
Related Stories
November 22, 2024