ଭୁବନେଶ୍ୱର– ମହାତବ କମିଟିରେ ଅମର ଶତପଥୀଙ୍କୁ ସାମିଲ କରିବା ନେଇ ପ୍ରତିକ୍ରିୟା ରଖିଛନ୍ତି ବଦ୍ରି ପାତ୍ର। ଅମର ଶତପଥୀ ବିଜେପି ଆଡ଼କୁ ଢଳୁଛନ୍ତି କି ନାହିଁ ସେକଥା ସେ କହିବେ । ଏତେ ବଡ଼ ଲୋକଙ୍କ ଜନ୍ମ ଜୟନ୍ତୀ କମିଟିରେ ତାଙ୍କୁ ସାମିଲ କରାଗଲା । ଅମର ଶତପଥୀ ଯୋଗ୍ୟ ବ୍ୟକ୍ତି । ଦଳୀୟ ଭିତ୍ତିରେ କମିଟିରେ ଲୋକଙ୍କୁ ରଖାଯାଉଥିବ ବୋଲି ମୁଁ ଭାବୁନି ।
Related Stories
February 3, 2025