ଭୁବନେଶ୍ୱର-ବିଧାୟକଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲେ ରାଜସ୍ଵ ମନ୍ତ୍ରୀ । ରାଜନୀତିରେ ହିଂସା ଗଣତନ୍ତ୍ରରେ ଶୁଭଙ୍କର ନୁହେଁ । ଓଡ଼ିଶା ଶାନ୍ତିପ୍ରିୟ ରାଜ୍ୟ । ଯଦି କାହା ବିରୁଦ୍ଧରେ କିଛି ଅଭିଯୋଗ ଅଛି ବ୍ୟବସ୍ଥା ରହିଛି ଠିକ୍ ଜାଗାରେ ଅଭିଯୋଗ ରଖି କାର୍ଯ୍ୟାନୁଷ୍ଠାନ ନେଇପାରିବା । ପଶ୍ଚିମବଙ୍ଗ ,ବିହାରରେ ଆମେ ହିଂସା ଦେଖିଚେ ଓଡ଼ିଶାରେ ହିଂସାର ସ୍ଥାନ ନାହିଁ ।
Related Stories
November 21, 2024
November 21, 2024