ଭୁବନେଶ୍ୱର– ଧର୍ମଶାଳା ବିଧାୟକଙ୍କ ଉପରେ ଆକ୍ରମଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ଆକାଶ ଦାସ ନାୟକ । ଆନ୍ଦୋଳନ ସମୟରେ ବିଧାୟକ ଯାଉଥିବା ବେଳେ ଦୃର୍ବୁତ୍ତ ମାନେ ଆକ୍ରମଣ କରିଛନ୍ତି । ଜଣେ ଜନ ପ୍ରତିନିଧିଙ୍କ ଉପରେ ଏଭଳି ଆକ୍ରମଣ ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ । କିଛି ଲୋକଙ୍କ ହତାଶାଭାବର ପ୍ରତିଫଳିତ ହେଉଛି । ଦୃର୍ବୁତ୍ତ ମାନଙ୍କ ପଛରେ ନିଶ୍ଚିତ ଭାବେ କାହାର ହାତ ରହିଛି । କାହାରି ସାହସରେ ସେମାନେ ଏଭଳି କିଛି ଘଟାଇଛନ୍ତି । ଯେଉଁ ମାନେ ଦୋଷୀ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।
Related Stories
November 22, 2024