ଭୁବନେଶ୍ୱର- ନଭେମ୍ବର 25 ବସିବ ସର୍ବଦଳୀୟ ବୈଠକ । 26ରୁ ଆରମ୍ଭ ହେବ ଶୀତ କାଳୀନ ଅଧିବେଶନ । ସେଥିପାଇଁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଥିବା କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହି ଅଧିବେଶନରେ ରାଜ୍ୟ ସମ୍ଭଳିତ ବିଭିନ୍ନ ପ୍ରସଙ୍ଗ ଏବଂ ବିଭିନ୍ନ ପାରିତ ହେବ ଅନ୍ତରୀଣ ବଜେଟ ମଧ୍ୟ ଉପସ୍ଥାପନ ହେବ । ସର୍ବଦଳୀୟ ବୈଠକରେ ଗୃହ ସୁପରିଚାଳନା ନେଇ ଆଲୋଚନା ହେବ। ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଇଲେ ମଧ୍ୟ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ।
Related Stories
November 20, 2024