ଭୁବନେଶ୍ୱର– ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ସମାରୋହ ପାଳନ ଅବସରରେ ଜନ ଜାତୀୟ ଗୌରବ ଦିବସଆସନ୍ତାକାଲି ସକାଳ ୧୦ ଟା ସମୟରେ ଜନତା ମଇଦାନରେଆୟୋଜିତ କରାଯାଉଛି । ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ଯୋଡ଼ି ହୋଇ ଆମକୁ ଉଦବୋଧନ ଦେବେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ସମାରୋହ ପାଳିତ ହେବ। ଏହି ମହାର୍ଘ୍ୟ ଅବସରରେ ପ୍ରାୟ ୧୦ ହଜାର ଜନତା ସାମିଲ ହେବେ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟାଲଘୁ ସମ୍ପ୍ରଦାୟ, ପଛୁଆ ବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଏହି ଭବ୍ୟ ସମାରୋହର ଆୟୋଜନ।
Related Stories
November 21, 2024
November 21, 2024