ଭୁବନେଶ୍ୱର– ତୁଳସୀ ବିବାହର ଶୁଭକାମନା ଜଣାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏକ୍ସ ହ୍ୟାଣ୍ଡେଲରେ ରାଜ୍ୟପାଳ କହିଛନ୍ତି ଯେ, ଦେବ ଉତ୍ଥାପନ ଏକାଦଶୀ ତଥା ତୁଳସୀ ବିବାହର ହାର୍ଦ୍ଦିକ ଶୁଭକାମନା । ଭଗବାନ ଶ୍ରୀହରି ବିଷ୍ଣୁଙ୍କ ଅସୀମ କୃପା ସମସ୍ତଙ୍କ ଉପରେ ରହୁ । ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ଆରୋଗ୍ୟତା ଆଣୁ ।
Related Stories
November 23, 2024