ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ସେ ଲେଖିଛନ୍ତି ଯେ, କାନାଡାରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କେବଳ ଯେ ପୂଜା ସ୍ଥଳ ଉପରେ ଆକ୍ରମଣ ନୁହେଁ ବରଂ ଆମ ସମାଜର ମୂଳଭୂତ ସିଦ୍ଧାନ୍ତ ସ୍ୱାଧିନତା ଓ ବିଭିନ୍ନ ଆସ୍ଥା ପ୍ରତି ସମ୍ମାନର ମଧ୍ୟ ଉଲ୍ଲଂଘନ ।
Related Stories
November 5, 2024