
ଭୁବନେଶ୍ୱର– ଭାରତ ରତ୍ନ ଡ଼. ଭୂପେନ ହଜାରିକାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଖ୍ୟାତ ସଂଗୀତକାର, ଭାରତ ରତ୍ନ ଡ଼. ଭୂପେନ ହଜାରିକାଙ୍କ ପୁଣ୍ୟତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସଙ୍ଗୀତ ଏବଂ କଳା ଜଗତ ପାଇଁ ତାଙ୍କର ଅବଦାନ ସବୁଦିନ ପାଇଁ ମନେରହିବ।