ଭୁବନେଶ୍ୱର– ଧାନ କିଣା ନେଇ ମନ୍ତ୍ରୀ ସ୍ତରୀୟ ବୈଠକ ପରେ ସମସ୍ତ ସମବାୟ ସମିତି ର ଅଧିକାରୀଙ୍କୁ ଅତିରିକ୍ତ ରେଜିଷ୍ଟାରଙ୍କ ପକ୍ଷରୁ ଚିଠି ଲେଖା ଯାଇଛି । ଚଳିତ ବର୍ଷ ଧାନ କିଣା ଆରମ୍ଭ ହେବା ପୂର୍ବରୁ ସମସ୍ତ ଭିତ୍ତିଭୂମି ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ଏହି ଚିଠିରେ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ପ୍ୟାକ୍ସ ଓ ଲ୍ୟାମ୍ପ ର ଅଧିକାରୀ ଧାନ ସଂଗ୍ରହ ନୀତି ୨୦୨୪-୨୫ର ଉଲଂଘନ କଲେ ତେବେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ଲାଗି ଚିଠି ରେ ଉଲ୍ଲେଖ ରହିଛି ।
Related Stories
November 22, 2024