ଭୁବନେଶ୍ୱର– ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ନୂଆଦିଲ୍ଲୀ ଗସ୍ତରେ ଯିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ସେ ଭାଗ ନେବେ । ବୈଠକରେ ବହୁ କେନ୍ଦ୍ରମନ୍ତ୍ରୀ ଓ ବିଶେଷଜ୍ଞ ସାମିଲ ହେବେ। ମୁଖ୍ୟମନ୍ତ୍ରୀ ମଙ୍ଗଳବାର ଭୁବନେଶ୍ଵର ଫେରିବେ ବୋଲି ସୂଚନା ମିଳିଛି।
Related Stories
November 21, 2024
November 21, 2024