ଭୁବନେଶ୍ୱର – ଆସନ୍ତା ୨୩ ଓ ୨୪ ତାରିଖ ଦୁଇ ଦିନ ଧରି କୋଣାର୍କ ଠାରେ ପର୍ଯ୍ୟଟନ ସମ୍ମଳନୀ ଅନୁÂିତ ହେବ । ଏଥିରେ ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟର ପର୍ଯ୍ୟଟନ ମନ୍ତ୍ରୀ ଓ ପର୍ଯ୍ୟଟନ ସଚିବ ମାନେ ଯୋଗ ଦେବେ ବୋଲି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି । ର୍ମଙ୍ଗଳବାର ଲୋକସେବା ଭବନ ଠାରେ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଅତିଥି ମାନଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେମାନେ ବେଳାଭୂମିରେ ନିର୍ମିତ ଇକୋ ରିଟି୍ରଟ୍ ଠାରେ ରହିବେ । ଆଲୋଚନାରୁ ଯେଉଁ ନିଷ୍କର୍ସ ବାହାରିବ ତାହାର ରିପୋର୍ଟ ରାଜ୍ୟ ସରକାରଙ୍କ ପ୍ରଦାନ କରାଯିବ ।
Related Stories
November 24, 2024
November 24, 2024