ଗଂଜାମ– ଦୀପାବଳୀ ପୂର୍ବରୁ ବେଆଇନ ବାଣ କାରବାର ରୋକିବାକୁ ବ୍ରହ୍ମପୁର ପୁଲିସ୍ ଜିଲ୍ଲାରେ ଯୋରଦାର ଉଦ୍ୟମ ଜାରୀ ରହିଛି । ବହ୍ମପୁର ବଡବଜାର ଥାନା ଓ ବୈଦ୍ୟନାଥ ପୁର ଥାନା ପୁଲିସ ପକ୍ଷରୁ ଦୁଇଟି ବେଆଇନ୍ ବାଣ ଗୋଦାମ ଉପରେ ଚଢଉ କରାଯାଇ ୫ ଲକ୍ଷ ଟଙ୍କା ମୂଲ୍ୟର ବାଣ ଜବତ କରାଯାଇଛି। ଘଟଣାରେ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ପୁଲିସ।
Related Stories
November 22, 2024