ଭୁବନେଶ୍ୱର– ରାଜ୍ୟରେ ଆଜି ଠାରୁ ୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ସତର୍କତା ସଚେତନତା ସପ୍ତାହ ପାଳନ କରାଯିବ । ଏଥରର ବିଷୟ ହେଉଛି “ଜାତୀୟ ସମୃଦ୍ଧି ପାଇଁ ଆଦର୍ଶ ଆଚରଣର ସଂସ୍କୃତି ।” ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଭୁବନେଶ୍ୱରର ଲୋକସେବା ଭବନରେ ଆୟୋଜିତ ହେବ, ଯେଉଁଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅପରାହ୍ନ ୧୧ଟାରେ ସତ୍ୟନିଷ୍ଠାର ଶପଥ ଗ୍ରହଣ କରାଇବେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ ସମ୍ମାନନୀ. ଅତିଥି ଭାବରେ ଯୋଗ ଦେବେ । ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ପ୍ରଦାନ କରାଯାଇଛି ।
Related Stories
November 21, 2024
November 21, 2024