ଗଂଜାମ– ଦୀପାବଳୀ ପୂର୍ବରୁ ବେଆଇନ ବାଣ କାରବାରକୁ ରୋକିବାକୁ ଗଂଜାମରେ ଜିଲ୍ଲା ପୁଲିସ ପକ୍ଷରୁ ଯୋରଦାର ଉଦ୍ୟମ ଆରମ୍ଭ କରାଯାଇଛି । ଛଅଟି ସ୍ଥାନରେ ୬ଟି ବାଣ ଦୋକାନ ଉପରେ ଚଢଉ କରି ୬ ଲକ୍ଷ ଟଂକାର ବାଣ ଜବତ କରିବା ସହ ୬ଟି ମୋକଦ୍ଦମା ରୁଜୁ କରାଯାଇଛି ।
Related Stories
November 22, 2024
November 22, 2024