ଭୁବନେଶ୍ୱର– ଶ୍ରୀ ଗୁରୁଦେବ ସିଂହ ରାଜାଙ୍କୁ ହସ୍ପିଟାଲରେ ସାକ୍ଷାତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ସୋସିଆଲ ମିଡିଆ ଏକ୍ସରେ ରାଜ୍ୟପାଳ କହିଛନ୍ତି ଯେ, ରାଜ୍ୟ ସଂଖ୍ୟାଲଘୁ କମିଶନର ପୂର୍ବତନ ଉପାଧ୍ୟକ୍ଷ ଶ୍ରୀ ଗୁରୁଦେବ ସିଂହ ରାଜାଙ୍କୁ ଆଜି ଜାମସେଦପୁରର ଏକ ହସ୍ପିଟାଲରେ ସାକ୍ଷାତ କରି ତାଙ୍କ ଭଲମନ୍ଦ ପଚାରି ବୁଝିଲି । ସେ କିଛି ଦିନ ହେବ ଅସୁସ୍ଥ ଅଛନ୍ତି । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।
Related Stories
November 21, 2024
November 21, 2024