ଭୁବନେଶ୍ୱର– ଋତୁସ୍ରାବ ପାଇଁ ବର୍ଷକୁ ୧୨ଦିନ ଛୁଟି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମାତୃଶକ୍ତିଙ୍କ ସୁରକ୍ଷାକୁ ଲୋକଙ୍କ ସରକାର ପ୍ରାଥମିକତା ଦେଉଛି। ସରକାରୀ ମହିଳା କର୍ମଚାରୀଙ୍କ ଅତିରିକ୍ତ ସାମୟିକ ଛୁଟି ୨ଦିନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଋତୁସ୍ରାବ ପାଇଁ ବର୍ଷକୁ ୧୦ଦିନ ବଦଳରେ ଏବେ ଅତିରିକ୍ତ ୧୨ଦିନ ଛୁଟି ପ୍ରଦାନ କରାଯିବ।
Related Stories
October 23, 2024
October 23, 2024