ଭୁବନେଶ୍ୱର– ସୁଭଦ୍ରା ଯୋଜନା ଗାଇଡଲାଇନ ସଂଶୋଧନ ହୋଇଛି । କ୍ୟାବିନେଟ ବୈଠକ ପରେ ରାଜସ୍ୱ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । 1 କୋଟି 2 ଲକ୍ଷ ପଞ୍ଜୀକରଣ ହୋଇଥିଲା । 60 ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି । ବିଭିନ୍ନ କାରଣରୁ 2 ଲକ୍ଷ 67 ହାଜର ନାକଚ ହୋଇଛି । ସେମାନଙ୍କ ତାଲିକା ପୁଣି ବିଚାର କରାଯାଉଛି ।
Related Stories
November 21, 2024
November 21, 2024