ଭୁବନେଶ୍ୱର-ବାତ୍ୟା ମୁକାବିଲା ପାଇଁ ପରିବହନ ବିଭାଗ ପ୍ରସ୍ତୁତି ଅଛି । ବିଭିନ୍ନ ସ୍ଥାନରେ ଅଧିକାରୀଙ୍କୁ ମୁତୟନ ଅଛନ୍ତି । ଯାତ୍ରୀ ମାନଙ୍କୁ ସଚେତନ କରାଯାଇଛି । ଆବଶ୍ୟକ ପଡିଲେ କିଛି ବସ ସେବା ବନ୍ଦ କରାଯାଇ ପାରେ । ବାତ୍ୟା ପରେ ରାସ୍ତା ଘାଟ ପ୍ରଭାବିତ ହେଲେ ବସ ସେବା ବ୍ୟାହତ ହୋଇପାରେ । କିନ୍ତୁ କେମିତି ତୁରନ୍ତ ସେସବୁ କ୍ଲିୟର କରି ଯାତାୟାତ ସେବା ଯୋଗାଇ ହେବ ସେନେଇ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି ।
Related Stories
November 21, 2024
November 21, 2024