ଭୁବନେଶ୍ୱର– କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର ଲୋକପ୍ରିୟ ତଥା ଯଶସ୍ୱୀ ଗୃହ ଏବଂ ସହକାରିତା ମନ୍ତ୍ରୀ ଶ୍ରୀ ଅମିତ ଶାହଙ୍କୁ ଜନ୍ମଦିନର ଅସଂଖ୍ୟ ଶୁଭକାମନା । ଆପଣଙ୍କ ଦୃଢ ନେତୃତ୍ୱରୋ ଭାରତର ସୁରକ୍ଷା ଅଦ୍ଭୁତପୂର୍ବ ଭାବେ ସୁଦୃଢ ହୋଇଛି ଏବଂ ରାଷ୍ଟ୍ରରେ ସ୍ଥାୟିତ୍ୱ, ଶାନ୍ତି ଓ ବିକାଶର ନୂଆ ଦିଗକୁ ସ୍ପର୍ଶ କରିଛି । ଆପଣଙ୍କ ସମର୍ପଣ, ନୀତିଗତ ଦୂରଦର୍ଶିତା ଓ ଅତୁଟ ରାଷ୍ଟ୍ରଭକ୍ତି ଆଦରଣୀୟ ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ଦିଗରେ ମାଇଲଖୁଂଟ ସାବ୍ୟସ୍ତ ହୋଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥ ତଥା ମାଆ ସମଲେଇଙ୍କ ନିକଟରେ ପ୍ରାର୍ଥନା ଯେ, ଆପଣ ଦୀର୍ଘାୟୁ ହୁଅନ୍ତୁ ଓ ଆପଣଙ୍କ ସାହସିକ ନିଷ୍ପତିରେ ରାଷ୍ଟ୍ରର ଏକତା ଓ ଅଖଣ୍ଡତାକୁ ନିରନ୍ତର ସୁଦୃଢତା ପ୍ରଦାନ କରନ୍ତୁ ।
Related Stories
November 24, 2024
November 24, 2024