ନବରଙ୍ଗପୁର– ନବରଙ୍ଗପୁରରେ ଆଜି ବି ପିଲାଙ୍କୁ ସ୍କୁଲ ଛାଡିଲେନି ଅଭିଭାବକ । ଜିଲ୍ଲା ଭିତିକ ଶିକ୍ଷକ ନିଯୁକ୍ତି ଦାବି କରି ଆନ୍ଦୋଳନ ଯୋଗୁଁ ଜିଲ୍ଲାର ଅଧିକାଂଶ ସ୍କୁଲରେ ପାଠପଢା ବ୍ୟାହତ ହୋଇଛି । ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।