ଭୁବନେଶ୍ୱର– ରାଜ୍ୟକୁ ପୁଂଜିକୁ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନେତୃତ୍ୱରେ ଓଡ଼ିଶା ସରକାରର ଏକ ଉଚ୍ଚ ସ୍ତରୀୟ ଦଳ ଶୁକ୍ରବାର ଓ ଶନିବାର ଦିନ ମୁଂବାଇରେ ଦିନକୁ ଦୁଇ ଦିନୀୟ ନିବେଶକ ସମ୍ମେଳନ ଓ ଏକ ରୋଡ୍ ଶୋ ଆୟୋଜନ କରିବ।
ମୁଖ୍ୟମନ୍ତ୍ରୀଙ୍କ ସହିତ ଶିଳ୍ପ ମନ୍ତ୍ରୀ ସମ୍ପନ୍ଦ ସ୍ୱାମୀ ଓ ରାଜ୍ୟ ସରକାରର ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ରହିବେ ।