ଭୁବନେଶ୍ୱର– ରାଜ୍ୟପାଳ ରଘୁବର ଦାସ ବାଲ୍ମୀକି ଜୟନ୍ତୀ ଅବସରରେ ତାଙ୍କୁ ନମନ କରିଛନ୍ତି।
ସେ ତାଙ୍କ ସୋସିଆଲ ମିଡିଆ ଏକ୍ସ ରେ ଲେଖିଛନ୍ତି, ସଂସ୍କୃତରେ ରାମାୟଣର ରଚୟିତା, ଭଗବାନ ଶ୍ରୀରାମଙ୍କ ପରମ ଭକ୍ତ, ଆଦିକବି ମହର୍ଷି ବାଲ୍ମୀକି ଜୀଙ୍କୁ ତାଙ୍କ ଜୟନ୍ତୀରେ କୋଟି କୋଟି ପ୍ରଣାମ।