କଟକ/ଭୁବନେଶ୍ୱର – ନିଖିଳ ଉକôଳ ଦର୍ଶନ ପରିଷଦର ଦ୍ୱାତ୍ରିଂଶତମ ବାର୍ଷିକ ସମ୍ମିଳନୀ ଅଡସପୁରସ୍ଥିତ ଉଦୟନାଥ ସ୍ୱୟଂଶାସିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟଠାରେ ଆସନ୍ତା ୨୩ ଓ ୨୪ ତାରିଖରେ ଅନୁÂିତ ହେବ । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ଏହାକୁ ଉଦ୍ଘାଟନ କରିବେ । ରାଜ୍ୟର ଦର୍ଶନ ଅଧ୍ୟାପକ, ଗବେଷକ, ଛାତ୍ର ତଥା ଦର୍ଶନପ୍ରେମୀମାନେ ଏହି ୨- ଦିନିଆ ସମ୍ମିଳନୀରେ ଭାଗନେଇ ସାମ୍ପ୍ରତିକ ଦାର୍ଶନିକ ସମସ୍ୟାବଳୀ ଉପରେ ବିଚାରବିମର୍ଶ କରିବେ ବୋଲି ସମ୍ପାଦକ ଅଧ୍ୟାପକ ବିଜୟ କୁମାର ନାୟକ ଜଣାଇଛନ୍ତି ।
Related Stories
November 26, 2024