ଭୁବନେଶ୍ୱର–ବିଶ୍ୱ ହାତ ଧୁଆ ଦିବସ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନସାଧାରଣଙ୍କୁ ହାତ ଧୋଇବାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ଆହ୍ୱନ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ଉପଯୁକ୍ତ ଭାବରେ ହାତ ଧୋଇବା ହେଉଛି ଜୀବାଣୁମାନଙ୍କ ପ୍ରସାରଣକୁ ରୋକିବା ଏବଂ ଆମ ସମୁଦାୟଗୁଡ଼ିକୁ ସୁରକ୍ଷିତ ରଖିବାର ଏକ ସହଜ ଏବଂ ପ୍ରଭାବଶୀଳ ଉପାୟ।”
ସମସ୍ତଙ୍କୁ ସୁରକ୍ଷିତ ରହିବାକୁ ଓ ହାତ ପରିଷ୍କାର ରଖିବାକୁ ସେ ଆହ୍ୱାନ କରିଛନ୍ତି।