ନୂଆଦିଲ୍ଲୀ– କେନ୍ଦ୍ରୀୟ ଗୃହ ଏବଂସହକାରିତା ମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀରେ ଥିବା ବିଜ୍ଞାନ ଭବନରେ ପିଏଚ୍ଡି ଚ୍ୟାମ୍ବରଅଫ୍ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ରିର ୧୧୯ତମ ବାର୍ଷିକ ଅଧିବେଶନକୁ ମୁଖ୍ୟ ଅତିଥି ରୂପେ ସମ୍ବୋଧିତ କରିବେ । ଏହିବାର୍ଷିକ ଅଧିବେଶନର ମୁଖ୍ୟ ବିଷୟ ବିକଶିତ ଭାରତ ଆଟ୍ ୨୦୪୭ : ଉନ୍ନତିର ଶିଖର କି ଔର ଅଗ୍ରସର ।ଅଧିବେଶନରେ ଉଦ୍ୟୋଗ ଜଗତର ପ୍ରାୟ ୧୫୦୦ ବ୍ୟବସାୟୀ, ଚାଟାର୍ଡ ଏକାଉଂଟେଟ, ବ୍ୟାଙ୍କର୍ସ ଏବଂ ଅଧିବକ୍ତା ଆଦି ଭାଗ ନେବେ
Related Stories
November 21, 2024