ଭୁବନେଶ୍ୱର, ରାସନ କାର୍ଡ ଇକେୱାଇସି ପ୍ରକ୍ରିୟା ଜାରୀ ରହିଛି । ପାଖାପାଖି 2 କୋଟି 30 ଲକ୍ଷ ଇକେୱାଇସି ସରିଲାଣି । 1 କୋଟି ପାଖାପାଖି ଲୋକଙ୍କ ଇକେୱାଇସି ବାକି ଅଛି । 15-20 ଦିନ ଭିତରେ ଇକେୱାଇସି ସରିଯିବ । ତାପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ । ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024