ଭୁବନେଶ୍ୱର– ଉପ ମୁଖ୍ୟମନ୍ତ୍ରୀ କନକ ବର୍ଧ୍ଧନ ସିଂହଦେଓ ସୋମବାର ରେମୁଣାର ର ବିଧାୟକ ତଥା ସରକାରୀ ଦଳର ଉପ ମୁଖ୍ୟ ସଚେତକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ପ୍ରମୁଖ ବିକାଶମୂଳକ ପ୍ରକଳ୍ପ ଏବଂ ଓଡିଶାର ଅଭିବୃଦ୍ଧି ପାଇଁ ଆମର ସାମୂହିକ ଦୃଷ୍ଟିକୋଣ ଉପରେ ବିଚାର ବିମର୍ଶ ହୋଇଥିଲା । ଉପ ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି ।
Related Stories
November 21, 2024
November 21, 2024