ଭୁବନେଶ୍ୱର– ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମୋର ସହଯୋଗୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ତଥା ସାର୍ବଜନୀନ ଉଦ୍ୟୋଗ ବିଭାଗର ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଜନ୍ମ ଦିନରେ ଶୁଭକାମନା ଜଣାଉଛି। ମହାପ୍ରଭୁଙ୍କ କୃପାରୁ ଆପଣଙ୍କ ଜୀବନ ମଙ୍ଗଳମୟ ହେଉ। ଜନତାଙ୍କ କଲ୍ୟାଣ ପାଇଁ ଆପଣଙ୍କ ଜନସେବା ଏହିପରି ଜାରି ରହୁ, ମହାପ୍ରଭୁ ଆପଣଙ୍କୁ ଅଜସ୍ର ଶକ୍ତି ଏବଂ ସାମର୍ଥ୍ୟ ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା।
Related Stories
October 6, 2024
October 6, 2024