ଗଂଜାମ– ଶେରଗଡ ବ୍ଲକର ପିତ୍ତଳ ନୂତନ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୁଷ ଡାକ୍ତର ଦେବାଶିଷ ଶତପଥୀ, ଫାର୍ମାସିଷ୍ଟ ବସନ୍ତ କୁମାର ସୁବୁଦ୍ଧି, ଏଲ୍ଟି ପ୍ରତିମା ସାହୁ ଏହି କାର୍ଯ୍ଯକ୍ରମରେ ପ୍ରାୟ ୩୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରି ସ୍ଵାସ୍ଥ୍ୟ ସେବା ଯୋଗାଇ ଦେଇଥିଲେ ।
Related Stories
November 21, 2024
November 21, 2024