
ଗଞ୍ଜାମ– ଜମିଜମା ବିବାଦକୁ କେନ୍ଦ୍ର କରି ଗତ ୨୦୧୨ ନଭେମ୍ବର ୧୦ ତାରିଖରେ ପାଟପୁର ଥାନା ଅନ୍ତର୍ଗତ ଖଲୋଡି ଗ୍ରାମର ନାରାୟଣ ସାହୁ ଆମ୍ବଗଡ ନିକଟରେ ଏସ. ବାଇନାଥ ଦୋରାଙ୍କୁ ଛୁରୀ ଭୂଷି ମରାଣାନ୍ତକ ଆକ୍ରମଣ କରିଥିଲେ। ମାମଲାର ବିଚାର କରି ବ୍ରହ୍ମପୁର ଏସଜେଏମ ଅଲେଖ ପ୍ରଧାନ ସାକ୍ଷ୍ଯ ପ୍ରମାଣକୁ ଭିତ୍ତି କରି ନାରାୟଣକୁ ପାଂଚ ବର୍ଷ ସଶ୍ରମ କାରାଦଣ୍ଡ ସହ ୨୦ ହଜାର ଟଂକା ଜରିମାନାରେ ଦଣ୍ଡିତ କରିଛନ୍ତି ।