ଇସଲମାବାଦ– ପାକିସ୍ତାନର ସର୍ବାଧିକ ଅଶାନ୍ତି ଅଂଚଳ ଖୈବର ପଖ୍ତୁନଖ୍ୱାରେ ଆତଙ୍କବାଦୀମାନେ ରବିବାର ଋଷ ସହିତ 12 ଦେଶର ରାଷ୍ଟ୍ରଦୂତଙ୍କ କାଫିଲାକୁ ଟାର୍ଗେଟ କରିଛନ୍ତି । ଆତଙ୍କବାଦୀମାନେ ରିମୋଟ୍ କଣ୍ଟ୍ରୋଲ୍ ବୋମା ସାହାଯ୍ୟରେ କନଭେନର ପୋଲିସ୍ ସୁରକ୍ଷା ଭ୍ୟାନ୍ ବିସ୍ଫୋରଣ କରିବାକୁ ଚେଷ୍ଟା କରିଥିଲେ। ସେହିପରି ଏଥିରେ ଅନ୍ୟ 5ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସୈଦୁ ସରିଫର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସମସ୍ତ ବୈଦେଶିକ ଦୂତ ସୁରକ୍ଷିତ ଅଛନ୍ତି । ସେମାନଙ୍କୁ କଡା ସୁରକ୍ଷା ବଳୟ ଭିତରେ ଇସଲମାବାଦ ପଠାଯାଇଛି ।
Related Stories
November 21, 2024